ଆଜାଦ୍ କି ଅମୃତ ମହାତ୍ସବ ପାଇଁ ସ୍ବତନ୍ତ୍ର ଗ୍ରାମସଭା

ଆଜି ସକାଳେ ଗଜପତି ଜିଲ୍ଲା କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତରେ ଏକ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା।

ସରଞ୍ଚ ସଞ୍ଜୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes