ଆଗ ଚକା ଫାଟି ପରିବା ବୋଝେଇ ଗାଡ଼ି ଦୁର୍ଘଟଣା

ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ରାମେଶ୍ବର ମନ୍ଦିର ପାଖରେ ଆଜି ଏକ ପରିବା ବୋଝେଇ ଟାଟାଏସି ଗାଡ଼ିର ଆଗ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଫଳରେ ଗାଡ଼ିରେ ଥିବା ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes