କାଠ ଟ୍ରକରୁ ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାୟଗଡା ଜିଲ୍ଲା କୋଲନରା ବ୍ଲକ ମିନାଝୋଲାରେ ଏକ କାଠ ବୋଝେଇ ଟ୍ରକରୁ ଆଜି ପୁଲିସ 2 କ୍ୱିଣ୍ଟାଲ 40 କିଲୋ ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି l

ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 12 ଲକ୍ଷ 50 ହଜାର ଟଙ୍କା ହେବ ବୋଲି ଅଧିକାରୀ କହିଛନ୍ତି l

Nuakhai wishes