ଆସନ୍ତାକାଲି ଚାରିଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି ଥିବାରୁ ଅପରାହ୍ନ 2 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l

ପୁରୀରେ ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ପାଇଁ ଇଡ୍‌କୋର ୩ ଜଣିଆ ଟିମ୍

ଟେକ୍ନୋ ଫିଜିବିଲିଟି ଆସେସମେଣ୍ଟ ସର୍ଭେ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ଜଙ୍ଗଲ ଓ ପରିବେଶ, ସିଆରଜେଡ୍ କଟକଣା ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି।

ମୋ ବସ୍‌କୁ ବିରୋଧ କରି ଘରୋଇ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର-କୋଣାର୍କ, ଭୁବନେଶ୍ୱର-ଅସ୍ତରଙ୍ଗକୁ ଆଜି ଘରୋଇ ବସ୍ ସେବା ବନ୍ଦ ରହିଛି।

ମୋ ବସ୍ ଚଳାଚଳକୁ ନିମାପଡ଼ା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ବିରୋଧ କରି ବନ୍ଦ ପାଳନ କରିଛି।

Nuakhai wishes