ବିଶ୍ୱ ଅଣ୍ଡା ଦିବସରେ ବାଲୁକା କଳା

ବିଶ୍ୱ ଅଣ୍ଡା ଦିବସ ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା କରିଛନ୍ତି।

ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ।

ଔଷଧ ଦୋକାନୀଙ୍କ ଲାଇଭ୍ ସୁଇସାଇଡ୍‌

ପୁରୀ ଜିଲ୍ଲା ଗୋପ ଥାନା ନାଗପୁର ବଜାରରେ ଏହି ଘଟଣା ଘଟିଛି।

ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଛନ୍ତି ଦୋକାନୀ। ମୃତକ ନିକଟ ବନ୍ତୁଲି ଗାଁର ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଏଣିକି ଶ୍ରୀମନ୍ଦିରକୁ ଗଲେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ

ନୂଆବର୍ଷରୁ ଏହି ନିୟମ ଲାଗୁ ହେବ, ନହେଲେ ଭକ୍ତ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ଆସନ୍ତାକାଲିଠୁ ମନ୍ଦିରକୁ ଯାଉଥିବା ଭକ୍ତଙ୍କୁ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବା ନେଇ ସିଂହଦ୍ୱାରରେ ଥିବା JTP, ପ୍ରତିହାରୀ ସେବକ ତଦାରଖ କରିବେ।

ଆଜି ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ବନକଲାଗି ନୀତି ଯୋଗୁଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ସର୍ବସାଧାରଣ ଦର୍ଶନ ଅପରାହ୍ଣ ୪ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ।

ପୁରୀ-ରାଉରକେଲା ବନ୍ଦେ ଭାରତର ପୂର୍ଣ୍ଣ ଟ୍ରାଏଲ୍‌ ରନ୍‌

ସକାଳ ୫ଟାରେ ପୁରୀରୁ ବନ୍ଦେ ଭାରତର ଟ୍ରାଏଲ୍‌ ରନ୍ ଆରମ୍ଭ ହୋଇଥିବା ବେଳେବଦିନ ୧୨ଟା ୪୫ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।

୨ଟା ୧୦ରେ ରାଉରକେଲାରୁ ପୁରୀ ବାହାରିବ ବନ୍ଦେ ଭାରତ। ରାତି ୯ଟା ୪୦ ମିନିଟରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ।

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଉକୁଳେଇ-ଜିଉନ୍ତି ରାସ୍ତାରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଉକୁଳେଇ-ଜିଉନ୍ତି ରାସ୍ତାରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାର ଶୁଣାଣି

ଆଇଆଇଟି ମାଡ୍ରାସରୁ ନାଟମଣ୍ଡପ ବିମ୍‌ ଡିଜାଇନ ମଗାଯାଇଥିବା ହାଇକୋର୍ଟଙ୍କୁ ଅବଗତ କଲେ ଏଏସଆଇ କର୍ତ୍ତୃ୍ପକ୍ଷ।

ଅକ୍ଟୋବର ୧୫ ସୁଦ୍ଧା ଡିଜାଇନ ଚୂଡାନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୯ରେ ମାମଲାର ପବରର୍ତ୍ତୀ ଶୁଣାଣି ହେବ।

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ: ଓଡ଼ିଶାର ବସନ୍ତ ରଣା ସମ୍ମାନିତ

ଦିଲ୍ଲୀରେ ବସନ୍ତ ରଣାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରନ୍ତି ବସନ୍ତ ରଣା।

Nuakhai wishes