କାଶୀନଗରରେ ଆମ୍ବେଦକର ଜୟନ୍ତୀ ପାଳିତ

କାଶୀନଗର ଠାରେ ଆଜି ବି ଆର୍ ଆମ୍ବେଦକର ଜୟନ୍ତୀ ସ୍ଥାନୀୟ ପୁଲିସ ଷ୍ଟେସନ ଛକ ଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ନେତା ଯୋଗ ଦେଇଥିଲେ ।ଏହି ଅଵସରରେ ଏକ ସଚେତନ ରାଲି ମଧ୍ୟ ହୋଇଥିଲା।

କାଶୀନଗର ଠାରେ ମହାବୀର ହନୁମାନ ଜୟନ୍ତୀ ପାଳିତ

ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଶ୍ରୀରାମ ମନ୍ଦିର ଓ ପାଞ୍ଚ ମୁଖୀ ହନୁମାନ ମନ୍ଦିର ଠାରେ ପଣା ସଂକ୍ରାନ୍ତି ତଥା ବିଷୁବ ମିଳନ ଉତ୍ସଵ ଅନୁଷ୍ଟିତ ହୋଇଛି।

ଏଥି ସହ ବି ଆର୍ ଆମ୍ବେଦକର ଜୟନ୍ତୀ ମଧ୍ୟ ପାଳିତ ହୋଇଛି।

Nuakhai wishes