ରେଳଧାରଣାରୁ ମୃତ ଶରୀର ଉଦ୍ଧାର

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ‐ଶିକେର ରେଳ ଲାଇନ ନିକଟ ରେଳଧାରଣାରୁ ଆଜି ଏକ ମୃତ ଶରୀର ବଲାଙ୍ଗିର ରେଲୱେ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି।

ମୃତକଙ୍କ ପରିଚୟ ମିଳିପାରିନାହିଁ।

ସିନ୍ଧେକେଲାରେ ହନୁମାନ ଜୟନ୍ତୀ ପାଳନ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ତା ବ୍ଳକ ସିନ୍ଧେକେଲା ସବଷ୍ଟେସନ ପଡା ହନୁମାନ ମନ୍ଦିରରେ ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳିତ ହୋଇଛି।

ପଣା ସଂକ୍ରାନ୍ତି ଉପଲକ୍ଷେ ଭକ୍ତମୟ ଶୈବପୀଠ

ବଲାଙ୍ଗିର ସହରର ପାଟଣାଗଡ ରୋଡରେ ଥିବା ଚନ୍ଦ୍ରଶେଖର ବାବାଙ୍କ ଠାରେ ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ଭକ୍ତମୟ ହୋଇଛି ଶୈବପୀଠ।

ଡ. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ

ଆଜି ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଥିବା ଆମ୍ବେଦକରଙ୍କ
ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଓ ଜିଲ୍ଲାପାଳ ଚଞ୍ଚଲ ରାଣା।

Nuakhai wishes