ନଦୀକୂଳରୁ ବସ୍ତା ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଅଁରସାହି ନିକଟ ବୈତରଣୀ ନଦୀକୂଳରୁ ଉଦ୍ଧାର ହୋଇଛି।

ମୃତ ମହିଳାଙ୍କ ପରିଚୟ ମିଳିନି। ପୁଲିସ ଘଟଣାର ଛାନଭିନ୍ କରୁଛି।

ଆଜି ତ୍ରିବେଣୀ ଅମାବାସ୍ୟା, ମା’ଙ୍କ ଜନ୍ମଦିନ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ ଉପଲକ୍ଷେ ମନ୍ଦିରରେ ମାଆଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

ମା’ ବିରଜାଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ

ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇଏଏସ ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଯାଜପୁର ଜିଲ୍ଲା କୋରେଇ ବ୍ଲକ ତନ୍ଦରା ଗାଁରେ ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ।

ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଯାଜପୁର ଜିଲ୍ଲା କୋରେଇ ବ୍ଲକ ତନ୍ଦରା ଗାଁରେ ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ।

ଘର ପଛ ବାଡ଼ିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର

ଯାଜପୁରରୋଡ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଏହି ଘଟଣା ଘଟିଛି।

କଟା ମୁଣ୍ଡଟି ୪/୫ ବର୍ଷର ଶିଶୁର ମୁଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।କଟା ମୁଣ୍ଡ ଶିଶୁର ପରିଚୟ ମିଳିନି। ଗତକାଲି କୁକୁର ଧରି ବୁଲୁଥିଲା।

ପୋଖରୀରେ ବୁଡ଼ି ଭାଇଭଉଣୀ ମୃତ

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୂଳସାହି ଗାଁରେ ଅଭାବନୀୟ ଘଟଣା ଘଟିଛି।

ଘର ପାଖ ପୋଖରୀ ନିକଟରେ ଖେଳୁଥିବା ବେଳେ ବୁଡ଼ିଗଲେ। ମୃତ ଭାଇର ବୟସ ୩ ବର୍ଷ, ଭଉଣୀ ବୟସ ୨ ବର୍ଷ ହୋଇଥିବା ସୂଚନା ମିଳିଛି।

ବୁଖାରୀକୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

ଯାଜପୁରରୁ ଗିରଫ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌।

ଆତଙ୍କୀ ଲିଙ୍କ୍ ସହ ଠକ ସାମ୍ରାଜ୍ୟର ଗୁମର ଖୋଲିପାରେ।

ଅନଶନରେ ବସିଲେ ନିଖୋଜ ପିହୁର ମା’

ବିଞ୍ଝାରପୁରର ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଲେ ପିହୁର ମା’।

ପିହୁକୁ ଖୋଜି ଆଣିବା ଦାବିରେ ଅନଶନରେ ବସିଲେ। ୨୦୨୦ ଅଗଷ୍ଟରୁ ନିଖୋଜ ଅଛି କୁନି ଝିଅ ପିହୁ।

Nuakhai wishes