ଶିମିଳିପାଳରୁ ଆସିଲା ଖୁସି ଖବର; ମା’ ହେଲା ବାଘୁଣୀ ‘ଜିନ୍ନତ’
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା ନେଇ ଗତ ମେ’ ୨୮ରେ କ୍ୟାମେରାରେ ଟ୍ରାପ୍ କରାଯାଇଛି। ଛୁଆଗୁଡ଼ିକ ୨୦ ଦିନର। ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରରୁ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା।