ଖୋର୍ଦ୍ଧାରେ ଆଜିକାର ତାପମାତ୍ରା 40 ଡିଗ୍ରୀ
ଆଜି ଖୋର୍ଦ୍ଧାରେ ତାପମାତ୍ରା 40 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l
Credible Local News of Odisha
ଆଜି ଖୋର୍ଦ୍ଧାରେ ତାପମାତ୍ରା 40 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l
ଆଜି ନୂଆପଡାରେ ତାପମାତ୍ରା 41 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l
ବରଗଡ଼ରେ ଆଜି ତାପମାତ୍ରା 40.5 ଡିଗ୍ରୀ ଥିବା ଜଣାପଡିଛି l
ଆଜି ଦେବଗଡ଼ରେ ତାପମାତ୍ରା 42 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l
ଆଜି ଢେଙ୍କାନାଳରେ ତାପମାତ୍ରା 40 ଡିଗ୍ରୀ ଥିବା ଜଣାପଡିଛି l
ଆଜି ଭଦ୍ରକରେ ତାପମାତ୍ରା 40 ଡିଗ୍ରୀ ଥିବା ବେଳେ ଚାନ୍ଦବାଲିରେ ଅଛି 38.7 ଡିଗ୍ରୀ l
ଆଜି ଅନୁଗୁଳରେ ତାପମାତ୍ରା 43.1 ଡିଗ୍ରୀ ଥିବା ବେଳେ ତାଳଚେରରେ ରହିଛି 40.6 ଡିଗ୍ରୀ l
ଆଜି ବାରିପଦାରେ ତାପମାତ୍ରା 41 ଡିଗ୍ରୀ ରହିଛି l
ଆଜି ଝାରସୁଗୁଡାରେ ତାପମାତ୍ରା 42.8 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l
ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ନୂତନ ଭାରପ୍ରାପ୍ତ ଥାନାଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଅମ୍ବିତ ମହାନ୍ତି ।
ଶ୍ରୀ ମହାନ୍ତି ସାଧାରଣ ଲୋକଙ୍କ ସେବା କରିବା ସହ ଉପଯୁକ୍ତ ନ୍ୟାୟ ଦେବେ ବୋଲି ସେ କହିଛନ୍ତି ।