ନୂତନ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅମ୍ବିତ ମହାନ୍ତି

ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ନୂତନ ଭାରପ୍ରାପ୍ତ ଥାନାଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଅମ୍ବିତ ମହାନ୍ତି ।

ଶ୍ରୀ ମହାନ୍ତି ସାଧାରଣ ଲୋକଙ୍କ ସେବା କରିବା ସହ ଉପଯୁକ୍ତ ନ୍ୟାୟ ଦେବେ ବୋଲି ସେ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes