ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଦୁବୁଲା ଗ୍ରାମପଞ୍ଚାୟତ ରାଜୀଵ ଗାନ୍ଧୀ ସେବାକେନ୍ଦ୍ର, ଠାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଫିଲଡ଼ ଆସୋସିଏଟ ଗୁଣନିଧି ମାଝୀ ଶିଶୁ ଶ୍ରମିକ ବନ୍ଦ କରିବା ଦିଗରେ ଆଲୋଚନା କରିଥିଲେ।