୬୨୪୯ଜଣ ଚାଷୀଙ୍କଠୁ ୪ଲକ୍ଷ ୬୯ହଜାର ୨୦୩.୦୫ଧାନ କ୍ରୟ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ କଲମପୁର ବ୍ଲକର ୨୭ଟି ମଣ୍ଡିରୁ ୬୨୪୯ଜଣ ଚାଷୀଙ୍କ ୪ଲକ୍ଷ ୬୯ହଜାର ୨୦୩.୦୫କୁଇଣ୍ଟାଲ ଧାନ କ୍ରୟ ହୋଇ ସାରିଥିବା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଛି।

ମୌସୁମୀ ଆସୁଥିବାରୁ ଗଚ୍ଛିତ ଧାନ ସବୁ ତୁରନ୍ତ କ୍ରୟ ନେଇ ଚାଷୀମାନଙ୍କ ତରଫରୁ ଦାବି କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes