୧୧ରେ ଓଡ଼ିଶାରେ ପ୍ରଥମ ଅରିଜିନାଲ ଫିଲ୍ମ ମେଳା

ଏକ ନୂଆ ଆରମ୍ଭ, ନୂଆ ଚେଷ୍ଟା, ନୂଆ ଆଶା, ନୂଆ ଭରସା, ଆଉ
ଏମିତି କିଛି ନୂଆ ଆଭିମୁଖ୍ୟ ନେଇ ଆସନ୍ତା ଶନିବାର ୧୧ରେ ନୂଆ କାହାଣୀ ଉପରେ ଆଧାରିତ ୬ଟି କ୍ଷୁଦ୍ର ଫିଲ୍ମ ସନ୍ଧ୍ୟା ୬ରୁ ୯ଟା ଯାଏଁ ପରିବେଷିତ ହେବାକୁ ଯାଉଛି ଇଡିକଲ ଅଡିଟୋରିୟମଠାରେ l

ପ୍ରଥମ ଥର ପାଇଁ ଓଡ଼ିଶାରେ ଏମିତି ଏକ ଅରିଜିନାଲ ଫିଲ୍ମ ମେଳା ଆୟୋଜନ ହୋଇଛି l ଯାହାର ଶୀର୍ଷକ ରହିଛି କଳ୍ପନାର କୋଲାଜ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes