ପିସିସି ସଭାପତି ଦାୟିତ୍ୱ ନେଲେ ଶରତ ପଟ୍ଟନାୟକ

ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ସାକ୍ଷାତ କରି ଆଜି ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରୁ ଦଳୀୟ କର୍ମୀଙ୍କ ଏକ ଶୋଭାଯାତ୍ରାରେ ପିସିସି କାର୍ଯ୍ୟାଳୟକୁ ଆସିଥିଲେ l

ପରେ ସେ ସେଠାରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପିସିସି ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes