କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଜୁଙ୍ଗାମୁଣ୍ଡା ସାହିରେ ହୋଇଥିବା ଏକ ପତ୍ନୀ ହତ୍ୟା ମାମଲାର ଶୁଣାଣି କରି ଜିଲ୍ଲା ଜଜ ଆଜି ଅଭିଯୁକ୍ତ କାହ୍ନୁ ମାରାଣ୍ଡିକୁ ଆଜୀବନ ଜେଲ ସହ 50 ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି l
Credible Local News of Odisha