ରଘୁନାଥପୁରରେ ରଘୁନାଥ ମନ୍ଦିର ପାଇଁ ଭିତ୍ତି ପଡିଲା

ରଘୁନାଥପୁର ଗ୍ରାମରେ ନୂତନ ରଘୁନାଥ ଦେବ ମନ୍ଦିର ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା l

ଆଜି ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ନଡ଼ିଆ ପିଟି ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes