କେନ୍ଦୁଝର ସ୍ଥାନୀୟ ଦରବାରହଲ ଠାରେ ଷଷ୍ଠ ଜିଲ୍ଲାପରିଷଦର ତୃତୀୟ ଅଧିବେଶନ ଆଜି ଆରମ୍ଭ ହୋଇଛି।
ପରିଷଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପରିଷଦ ନବ ନିର୍ବାଚିତ ସଭ୍ୟା/ସଭ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପୂର୍ବ ବୈଠକରେ ଆଲୋଚନା ହୋଇଥିବା ବିବରଣୀ ଦୃଢ଼ିକରଣ ଓ ଅନୂପାଳନର ସମୀକ୍ଷା କରିଥିଲେ।