କେନ୍ଦୁଝର ଜିଲ୍ଲା ଯୋଡ଼ା ଗଣେଶ ଭବନ ନିକଟସ୍ଥ କାର୍ଯ୍ୟାଳୟ ସମେତ କମ୍ପାନୀର ଝାଡ଼ଖଣ୍ଡ, ଚାଇଁବାସା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢାଉ ଜାରି ରଖିଛି ଆୟକର ବିଭାଗ।
ବ୍ୟବସାୟିକ କାରବାରକୁ ନେଇ ବିଭିନ୍ନ ତଥ୍ୟର ଅନୁସନ୍ଧାନ ଚାଲିଛି।
Credible Local News of Odisha