ମୟୂରଭଞ୍ଜ ଜିଲ୍ଲା ପାକଟିଆରୁ ବାହାଘର ସାରି କାଠଶିଶି ଫେରିବା ସମୟରେ ଝାରପୋଖରିଆ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ ସଙ୍କୁଚା ଛକ ନିକଟରେ ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି।
Credible Local News of Odisha