ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ମୁଖ୍ଯ ରାସ୍ତା ପାର୍ଶ୍ୱରେ ଥିବା ଫଳ ଦୋକାନରେ ଲୋକଙ୍କ ପ୍ରବଲ ଭିଡ ପରିଲକ୍ଷିତ ହୋଇଛି।
ଆକାଶ ଛୁଆଁ କଦଳୀ ୫୦ଟଙ୍କା, ଅଙ୍ଗୁର ଦର ୨୩୦, ନଡିଆ ୨୫ ଟଙ୍କା , ସେଓ ୨୪୦ ଟଙ୍କା ,ସପୁରୀ ୧୨୦, ଖଜୁରୀ କେଜି ୮୦ , କେନ୍ଦୁ କେଜି ୫୦ ଟଙ୍କା, ତରଭୁଜ କେଜି ୨୦ , ଆମ୍ବ ୭୦ ଟଙ୍କା ରହିଥିବା ଜଣେ ଗ୍ରାହକ କହିଥିଲେ।