ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଅଂଶୁମାନ

ଅନୁଗୁଳ ଜିଲ୍ଲା ଭୁବନ ଏନଏସିର ଦୀପକ ମେହେଣା ଓ କଲ୍ୟାଣୀ ସାହୁଙ୍କ ପୁଅ ଅଂଶୁମାନ ମେହେଣା ୩ବର୍ଷ ବୟସରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡ଼ ସ୍ଥାନ କରି ପାରିଛନ୍ତି ।

ସେ ଅନଲାଇନରେ ୧୨ଟି ଗୃହପାଳିତ ପଶୁ,୮ଟି ମଟରଯାନ ,୧୫ଟି ବନ୍ୟପ୍ରାଣୀଙ୍କ ନାମ ଖୁବ କମ ସମୟରେ ଚିହ୍ନଟ କରି ଉତ୍ତରଦେଇ ସେ ସ୍ଥାନ ପାଇ ପାରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes