ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଚିକିତ୍ସା କେନ୍ଦ୍ରରେ ଆଜି କପ୍ତିପଦା ଉପଖଣ୍ଡ, ଉଦଳାର ସ୍ଵାଧିନ ଠିକାଦାର ସଂଘ ପକ୍ଷରୁ ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।
ସଂଘର ସଭାପତି ସୀମାନ୍ତ ତ୍ରୀପାଠିଙ୍କ ନେତୃତ୍ୱରେ ଖୁଣ୍ଟା, ଗୋପବନ୍ଧୁ ନଗର , ଉଦଳା ଓ କପ୍ତିପଦା ବ୍ଳକରୁ ସଂଘ ସହ ଜଡିତ ଠିକାଦାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।