୬ନଂ ୱାର୍ଡରେ ଡ୍ରେନେଜ ସଫେଇ ତ୍ଵରାନିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ୬ନଂ ୱାର୍ଡର ବିଭିନ୍ନ ସ୍ଥାନରେ ପୋତି ହୋଇଥିବା ଡ୍ରେନ ଗୁଡ଼ିକୁ ଆଜି ଜେସିବି ମେସିନ ସହାୟତାରେ ସଫା କରାଯାଉଛି ।

କାଉନସିଲର ବିଜୟ ବରାଇ ଉପସ୍ଥିତ ରହି କାର୍ଯ୍ୟକୁ ତ୍ଵରାନିତ କରୁଥିବାରୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes