ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସ୍କୁଲରୁ ଫେରିବା ପରେ ଗୁରୁତର ହେବାରୁ ଏମକେସିଜିରେ ଭର୍ତ୍ତି କରାଯାଇଛି।
ବିଷକ୍ରିୟାରୁ ଛାତ୍ରୀ ଅସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। କେମିତି ବିଷକ୍ରିୟା ହେଲା ଅସ୍ପଷ୍ଟ ରହିଛି।
Credible Local News of Odisha