ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନ ଭୁର୍କିପଡା ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତ୍ୟୁଦେହ ଠାବ ହୋଇଛି।
ହତ୍ୟା ପରେ ଶିକାରୀ ହାତୀର ଦାନ୍ତ କାଟି ନେଇଯାଇଥିବା ଅନୁମାନ କରାଯାଇଛି। ବୌଦ୍ଧ ଡିଏଫଓଙ୍କ ସମେତ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।
Credible Local News of Odisha