ଆଜି ସକାଳେ ଚିଲିକାରେ ସନ -ନଈରୀ ଗ୍ରାମର ଜଣେ ବ୍ୟକ୍ତି ମାଛ ଧରୁଥିବା ବେଳେ ଅଚାନକ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି l
ସେହିପରି ଚିଲିକା କୂଳରେ ମାଛ ଡ଼ଙ୍ଗାକୁ ଅପେକ୍ଷା କରିଥିବା ହରିକୁଣ୍ଡ -ବରଡ଼ି ଗ୍ରାମର ଦୁଇଜଣ ବ୍ୟକ୍ତି ବଜ୍ରପାତରେ ଗୁରୁତର ଆହତ ହୋଇ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l