ଖଣ୍ଡଗିରି ଫ୍ଲାଇଓଭରର ଏକ ପାର୍ଶ୍ଵ ୧୫ ଦିନ ବନ୍ଦ ରହିବ

ଖଣ୍ଡଗିରି ଫ୍ଲାଇଓଭରର ଏକ ପାର୍ଶ୍ଵ ଆଜିଠାରୁ ଜୁନ 5 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ l ତେଣୁ ଗାଡି ମୋଟର ସର୍ଭିସ ରୋଡ଼ରେ ଯାତାୟାତ କରିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି l

ବରମୁଣ୍ଡା ଆଡୁ ଖୋର୍ଦ୍ଧା ଦିଗକୁ ଯାଉଥିବା ସମସ୍ତ ଗାଡି ସର୍ଭିସ ରୋଡ଼ରେ ଯିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes