ଆଜି ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର,ଭଦ୍ରକ ଓ ଭଣ୍ଡାରିପୋଖରୀ ରେ ଚଢ଼ାଉ କରାଯାଇ ମୋଟ ୮୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ମୋଟ ୦୬ ଜଣଙ୍କୁ ଗିରଫ କରାଯାଇଛି ।
ଜବତ ହୋଇଥିବା ଦେଶୀ ମଦ, କାର ଓ ବାଇକର ଆନୁମାନିକ ମୂଲ୍ୟ ୦୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।