ଲାଉଡସ୍ପିକରରେ ଅଜାନ୍ ପାଠ ବନ୍ଦ ଦାବୀ କଲା ବିଜେପି

ଲାଉଡସ୍ପିକରରେ ଅଜାନ୍ ବାଜିବାକୁ ବିରୋଧ କରି ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦେଇଛନ୍ତି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes