କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଏନଏଚ ୪୯ରେ ଟୋଲଗେଟ ଭାଙ୍ଗି ଗୋ ଚାଲାଣ ହୋଇଛି। ଆଜି ଭୋର୍ ସକାଳେ ଚାରୋଟି ଗୋରୁ ବୋଝେଇ ଗାଡ଼ି କ୍ଷୀପ୍ର ଗତିରେ ଗେଟ ଭାଙ୍ଗି ତୁରୁମୁଙ୍ଗା ଥାନା ଦେଇ ପଳାଇଯାଇଛି।
ଦୁଇ ଦିନ ପୂର୍ବେ ଏଭଳି ଦୁଇଟି ଗେଟ ଭାଙ୍ଗି ଚାଲି ଯାଇଥିଲେ ହେଁ ଅଦ୍ୟାବଧି ପୁଲିସ ପକ୍ଷରୁ କାହାରିକୁ ଧରଯାଇନଥିବା ଅଭିଯୋଗ ହୋଇଛି ।