ଆଜି ସକାଳେ ବରଗଡ ଜିଲ୍ଲା ଅତାବିରା ସାପ୍ତାହିକ ବଜାର ସମ୍ମୁଖରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ଦାବି ଜଣାଇବା ପାଇଁ ଜିଲ୍ଲା ଆବାହକ ଭବାନୀ ସାହୁଙ୍କ ନେତୃତ୍ବରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।
Credible Local News of Odisha