ମାଟିଖାଲରେ ପୁଲିସକୁ ଆକ୍ରମଣ ଘଟଣାରେ ସର୍ଚ୍ଚ ଅପରେସନ୍ ଜାରି

କୋରାପୁଟ ଜିଲ୍ଲା ଲମତାପୁଟର ମାଟିଖାଲ ଗ୍ରାମରେ ଗଂଜେଇ ପାଇଁ ପୁଲିସ ଚଢ଼ାଉ କରିବା ବେଳେ ଗାଁ ଲୋକେ ପୁଲିସକୁ ଆକ୍ରମଣ କରିଥିବା ଘଟଣାରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ଗାଁରେ ସର୍ଚ୍ଚ ଅପରେସନ୍ କରୁଛନ୍ତି।

ସର୍ଚ୍ଚ ଅପରେସନରେ ନନ୍ଦପୁର ଏସଡିପିଓ, ମାଛକୁଣ୍ଡ ତହସିଲଦାର ସାମିଲ ଅଛନ୍ତି। ମାଟିଖାଲ ଗାଁ ପୁରୁଷ ଶୂନ୍ୟ ହୋଇପଡ଼ିଥିବା ବେଳେ ପୁଲିସ ଅନେକ ମାରଣାସ୍ତ୍ର ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes