ଆଜି ବୋୖଦ୍ଧଗଡ଼ର ବିଜ୍ଞାପିତ ପରିଷଦ କର୍ମଚାରୀ ରାଜେଶ୍ଵର ପ୍ରଧାନ ନିଜର ବାଇକ ରଖି ଜମ୍ବୁଛକଠାରେ ଠାରେ କାମ କରୁଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କର ବାଇକର ଡିକି ତାଲା ଭାଙ୍ଗି ଦଶ ହଜାର ଟଙ୍କା ଓ ଅଫିସର ମୂଲ୍ୟବାନ କାଗଜପତ୍ର ନେଇଯାଇଥିବା ଅଭିଯୋଗ ହୋଇଛି।
Credible Local News of Odisha