ପରିବେଶବିତଙ୍କ ଔଷଧୀୟ ବୃକ୍ଷ ବୁଲି ଦେଖିଲେ ଛାତ୍ରଛାତ୍ରୀ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି କଲେଜର ଅଧ୍ୟକ୍ଷ ଜଗନ୍ନାଥ ଶ୍ରୀପତି ଓ ଉଭିଦ ବିଜ୍ଞାନ ଅଧ୍ୟାପକ ତାପସ ପରମାଣିକଙ୍କ ନେତୃତ୍ୱରେ +3 ସେମିଷ୍ଟାର ୪୦ଜଣ ଛାତ୍ରଛାତ୍ରୀ ଆଜି ନନ୍ଦୋଲ ଗ୍ରାମର ପରିବେଶବିତ ପଟ୍ଟାୟତ ସାହୁଙ୍କ ଔଷଧୀୟ ବୃକ୍ଷ ପରିଦର୍ଶନରେ ଯାଇ ତାହାର ଉପକାରିତା ସଂପର୍କରେ ଜାଣି ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes