ଆଜି କାଶୀନଗର ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ମହା ବିଷୁବ ସଂକ୍ରାନ୍ତି ଉତ୍ସଵ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।
ଏଥିରେ ସ୍ଥାନୀୟ ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରସଙ୍ଗର ସମ୍ପାଦକ ଶ୍ରୀ ହୃଷୀକେଶ ଗୌଡ ନବ ନିର୍ବାଚିତ ପୌର ଅଧ୍ୟକ୍ଷ ଶ୍ରୀମତୀ ଏମ୍ ସୁଧା ରାଣୀ ଓ ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।