ଆଜିଠୁ ବିଦ୍ୟା କନକ ସୃଜନାନୁଷ୍ଠାନର ଜାତୀୟ ନାଟ୍ୟ ଉତ୍ସବ

ଆଜିଠାରୁ ୧୨ ରୁ ୧୬ ମେ ୨୦୨୨ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ” ବିଦ୍ୟା କନକ ସୃଜନାନୁଷ୍ଠାନ ” ଭୁବନେଶ୍ୱର ପକ୍ଷରୁ ଜାତୀୟ ନାଟକ ଉତ୍ସବ – ୨୦୨୨” ଅନୁଷ୍ଠିତ ହେବ l

ଏଥିରେ ୫୦-୧୦୦ଟଙ୍କା ଦେଇ ଦର୍ଶକ ହେଇ ନାଟକକୁ ପ୍ରୋତ୍ସାହନ ଦେବା ପାଇଁ ଅନୁରୋଧ କରାଯାଇଛି l ଏହି ୫ଦିନିଆ ନାଟକ ଉତ୍ସବରେ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ନାଟକ ମଞ୍ଚସ୍ଥ ହେବ l ନାଟକ ଗୁଡିକ ହେଲା, ହାରକିନ ଦାସ ହିରୋ, ଉଞ୍ଚାଇ, ଚୁଆ ଚନ୍ଦନ, ମୁନ୍ତାଜିର, ସନସେଟ ଗେଷ୍ଟ ହାଉସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes