ଆସନ୍ତା ୨୦ରେ ଫିଲ୍ମ ‘ଲଭ୍ ଫିଭର୍’ ରିଲିଜ

ଆସନ୍ତା ୨୦ରେ ରିଲିଜ୍ ହେଉଛି ମୁନ୍ ଟିଭି ମୁଭିଜ୍‌ର ସପ୍ତମ ଚଳଚ୍ଚିତ୍ର ‘ଲଭ୍ ଫିଭର୍’ l ଫିଲ୍ମର ପ୍ରଯୋଜନା କରିଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ l ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପି. କୁମାର l

‘ଲଭ୍ ଫିଭର୍’ର ଚିତ୍ରନାଟ୍ୟ ଲେଖିବା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦନ ଜାନା l ଫିଲ୍ମର ଲିଡରେ ଅଭିନୟ କରିଛନ୍ତି ରାଜବୀର ଓ ବନ୍ଦନା ପରମାଣିକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes