ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନୀ’ ଆଜି ଅପରାହ୍ନରେ ପୁରୀ ଠାରୁ 590 କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଆଗାମୀ 24 ଘଣ୍ଟାରେ ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ ବୋଲି ଆଇଏମଡି କହିଛି ।
ଏବେ ଏହା ଘଣ୍ଟା ପ୍ରତି 16 କିମି ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି l