ଭିଜିଲାନ୍ସ ଜାଲରେ ଜଳ ବିଭାଜିକା, ନଗଦ ୨ ଲକ୍ଷ ଜବତ

ନବରଙ୍ଗପୁର ଜଳବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଆଜି ଅଫିସ୍‌ରୁ ଘରକୁ ଯିବା ବେଳେ ନବରଙ୍ଗପୁର – ମାଝିଗୁଡା ବାଇପାସ୍ ରାସ୍ତାରେ ଭିଜିଲାନ୍ସ ଅଟକାଇ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି।

ଟଙ୍କା ନେଇ ସେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ଜେରା କରିବା ସହ ନବରଙ୍ଗପୁର, ଭୁବନେଶ୍ବର ଓ ପୁରୀରେ ଥିବା ଲକ୍ଷ୍ମୀଧରଙ୍କ ବିଭିନ୍ନ ଠିକଣା ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes