ଜଗତସିଂହପୁର ଜିଲ୍ଳାର ଢ଼ିଙ୍କିଆର ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ଆଜି ପୁଣି ଉତ୍ତେଜନା ପ୍ରକାଶ ପାଇଛି l
ପ୍ରକଳ୍ପ ବିରୋଧରେ ଜନମତ ସୃଷ୍ଟି କରୁଥିବା 13 ଟି ରାଜନୈତିକ ଦଳର ପ୍ରତିନିଧି ମାନେ ଆଜି ଢ଼ିଙ୍କିଆ ଗସ୍ତରେ ଯାଇଥିବା ବେଳେ ପ୍ରକଳ୍ପ ସପକ୍ଷବାଦୀ ମାନେ ସେମାନଙ୍କୁ ଅଧା ବାଟରୁ ଫେରାଇଦେଇଥିବା ଜଣାପଡିଛି l