କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ଗ୍ରାମର ଏକ କାଜୁ ବିଗିଚାରେ ଗୁରୁବାର ସକାଳେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଛାଇଥିବା ବୋମା ବଳଦ ଖାଇବାରୁ ପାଟିରେ ଫୁଟି ଯାଇ ବଳଦର ପାଟି ଓ ମୁହଁରେ ଗଭୀର କ୍ଷତ ହୋଇ ବଳଦଟି ରକ୍ତ ଜୁଡୁ ବୁଡୁ ହୋଇ ଗୁରୁତର ହୋଇଛି।
ବଳଦଟି ତଣ୍ଡ ଗ୍ରାମର ଚତୁର୍ଭୁଜ ପଲେଇଙ୍କ ବୋଲି ଜଣା ପଡ଼ିଛି।