ବିପ୍ଳବୀ ଧରଣୀଧର ଙ୍କ ୧୫୮ ତମ ଜୟନ୍ତୀ ପାଳିତ

ରାଜ୍ୟର ମହାନ୍ ବିପ୍ଳବୀ ଧରଣୀ ଧର ଭୁୟାଁଙ୍କ ୧୫୮ ତମ ଜୟନ୍ତୀ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇ ଯାଇଛି।

ବ୍ରିଟିଶ ଶାସନ ଅଧୀନରେ ଶାସନାଧୀନ ଅତ୍ୟାଚାରୀ ରାଜତନ୍ତ୍ରର ଶୋଷଣ ତଥା ନିର୍ଯାତନା ବିରୋଧୀ ଏବଂ ନିଜର ମାଟି ଓ ଜାତିର ସୁରକ୍ଷା ପାଇଁ ଲଢି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଏହି ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଭା ସମିତି ଆୟୋଜନ ହୋଇଛି। ଧରଣୀଙ୍କ ଜନ୍ମସ୍ଥଳୀ ସଦର ବ୍ଲକ କୁସୁମିତା ଗ୍ରାମରେ ମଧ୍ୟ ଉତ୍ସବ ପାଳନ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes