ବାଲି ଲୁଟ ଘଟଣାରେ ବଡ଼ସାହି ତହସିଲଦାର ନିଲମ୍ବିତ

ବୁଢାବଳଙ୍ଗ ନଦୀର ଦୁଇଟି ବାଲି ଖାଦାନରୁ ବାଲି ଲୁଟ ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ ଆଜି ନିଲମ୍ବିତ କରାଯାଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes