କାଳବୈଶାଖୀ ଯୋଗୁ ଉଡ଼ିଲା ଚାଳଛପର

କାଳବୈଶାଖୀ ଯୋଗୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବିଭିନ୍ନ ଗ୍ରାମ, ମାନଙ୍କରେ ଗଛ ଭାଙ୍ଗି ପଡିଥିବାବେଳେ କେତେକ ସ୍ଥାନରେ ଗଛର ଡାଳ ଭାଙ୍ଗି ଘର ମାନଙ୍କ ଉପରେ ପଡିଥିବା, ପବନରେ ଚାଳ ଛପର ଘରରୁ ଚାଳଛପର ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।

ସେହିପରି କଦଳୀ, ଅମୃତଭଣ୍ଡା, ସଜନା ସହିତ ବିଲ ମାନଙ୍କରେ କରାଯାଇଥିବା ପନି ପରିବା ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ନଜରକୁ ଆସିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes