ବାଲେଶ୍ଵର ଜିଲ୍ଲା ସୋର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସକାଳ ୯ଟା ସମୟରେ ଦିବ୍ୟାଂଗ ସହାୟତା ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହାକୁ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡା ଉଦଘାଟନ କରିଥିଲା ବେଳେ ଏଥିରେ ମୋଟ ୧୦୨ ଜଣ ଦିବ୍ୟାଂଗଙ୍କୁ ଟ୍ରାଏ ସାଇକେଲ, ହୁଇଲଚେୟାର ଓ ଅନ୍ଯାନ୍ଯ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା।