ଆଇ.ସି.ଡି.ଏସ ପ୍ରକଳ୍ପର ଯାନ ଭଡା ପାଇଁ ଟେଣ୍ତର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଆଇ.ସି.ଡି.ଏସ ପ୍ରକଳ୍ପ ସକାଶେ ଗୋଟିଏ ଯାନ ଭଡାରେ ଯୋଗାଇବା ପାଇଁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ମଇ ମାସ ୦୪ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes