ପାୱାର ଏମ୍ପ୍ଲଲୋଇଜ ୟୁନିୟନ କେନ୍ଦୁଝର ଶାଖାର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି।
କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିବା ସହିତ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ୮୬ ରକ୍ତ ସଂଗ୍ରହ କରାଯାଉଥିଲା। ଏସ୍ଡ଼ିଓ ଜିତେନ୍ଦ୍ର କୁମାର ବେହେରା ଫିତା କାଟି ଶୁଭାରମ୍ଭ କରିଥିଲେ ।