୨ ଅନ୍ତଃରାଜ୍ୟ ଏଟିଏମ୍ ହ୍ୟାକର ଗିରଫ

୨ ଅଭିଯୁକ୍ତକୁ ଗିରଫ କରିଛି କଟକ ମଙ୍ଗଳାବାଗ ପୁଲିସ ।

ବିହାର ଗୟାର ଏହି ୨ ଅଭିଯୁକ୍ତ ଓଡିଶାର ବିଭିନ୍ନ ସ୍ଥାନରେ ରହି ଏଟିଏମ୍ ହ୍ୟାକ‌ କରିଥିଲେ। ବିହାର, ଦିଲ୍ଲୀ, ପାଟଣା, ଆଗ୍ରା ଭଳି ସ୍ଥାନରୁ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes