ଟ୍ରିବ୍ୟୁନାଲରେ ଶୁଣାଣି ଅବସରରେ କ୍ଷେତ୍ର ପରିଦର୍ଶନ ନିଷ୍ପତ୍ତି ହୋଇଛି।ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜରେ ଛତିଶଗଡ଼ ପରିଦର୍ଶନ କରିବେ।
ଏପ୍ରିଲ ୧୭ରୁ ୨୧ ଓ ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଗସ୍ତ କରିବେ। ଦୁଇଟି ଫେଜରେ ଉପର ମୁଣ୍ଡରୁ କଲମା ବ୍ୟାରେଜ ଯାଏ ଗସ୍ତ କରିବେ। ଛତିଶଗଡ଼ ଗସ୍ତ ସରିଲେ ଓଡ଼ିଶା ଅଞ୍ଚଳ ଗସ୍ତ ପାଇଁ ନିଷ୍ପତ୍ତି ହୋଇଛି।